କଢ଼
ଦେଖଣା
କଢ଼ —
ଉଚ୍ଚାରଣ: Kaṟḍ̠ẖa
কলি
कली
ଦେ. ବି. —
୧: କଢ଼ି (୧: ) (ଦେଖ) ୧. Kaṟḍ̠ẖi (୧) (See)
୨: (ଖଜୁରି; ନଡ଼ିଆ ଆଦି) ଗଛର ଅଗ୍ରଭାଗର କୋମଳ ଅଂଶ, ୟହିଁରୁ ଶାଖାପ୍ରଶାଖା ବାହାରି ଥାଏ — ୨. The tender tops of date-palm and cocoanut trees from which branches shoot forth.
୩: କଢ଼ା (୨: ଏବଂ ୩: ) (ଦେଖ) ୩. Kaṟḍ̠ẖā (୨ & ୩) (See)
ଦେ. ବିଣ —
ଅସ୍ଫୁଟ; ଅପ୍ରକାଶ —Indistinct.