କଢ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଢ଼
ଉଚ୍ଚାରଣ: Kaṟḍ̠ẖa
কলি कली

ଦେ. ବି. —

୧: କଢ଼ି (୧: ) (ଦେଖ) ୧. Kaṟḍ̠ẖi (୧) (See)

୨: (ଖଜୁରି; ନଡ଼ିଆ ଆଦି) ଗଛର ଅଗ୍ରଭାଗର କୋମଳ ଅଂଶ, ୟହିଁରୁ ଶାଖାପ୍ରଶାଖା ବାହାରି ଥାଏ — ୨. The tender tops of date-palm and cocoanut trees from which branches shoot forth.

୩: କଢ଼ା (୨: ଏବଂ ୩: ) (ଦେଖ) ୩. Kaṟḍ̠ẖā (୨ & ୩) (See)

ଦେ. ବିଣ —

ଅସ୍ଫୁଟ; ଅପ୍ରକାଶ —Indistinct.