ନିଷ୍ଫଳ
ଦେଖଣା
ନିଷ୍ଫଳ
ଉଚ୍ଚାରଣ
[ସମ୍ପାଦନା](ନିଷ୍ଫଳା—ସ୍ତ୍ରୀ)
(ନିଷ୍ଫଳତା—ବି)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ ଫଳ)
[ସମ୍ପାଦନା]- ୧. ଫଳୁ ନ ଥିବା — ୧. Not bearing fruit.
- ୨. ଫଳଶୂନ୍ୟ —୨. Fruitless; abortive.
- ୩. ବିଫଳ; ନିରର୍ଥକ — ୩. Ineffective; futile; ineffectual.
- ୪. ବ୍ୟର୍ଥ; ଅକୃତକାର୍ଯ୍ୟ —୪. Unsuccessfull.
- ୫. ବୃଥା —୫. Useless; vain.
- ୬. ବନ୍ଧ୍ୟ —୬. Barren; impotent.
- ୭. ଅଣ୍ଡକୋଷରହିତ (ହିନ୍ଦୀ - ଶବ୍ଦସାଗର) — ୭. Having no testicle.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନଡ଼ା; ପାଳ —Straw.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି କାର୍ଯ୍ୟରେ ଫଳର ଅପ୍ରାପ୍ତି —Fruitlessness; infructuous condition; the state of abortiveness.