ନିଷ୍ଫଳ

ଉଇକିଅଭିଧାନ‌ରୁ

ନିଷ୍ଫଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିଷ୍ଫଳା—ସ୍ତ୍ରୀ) 

(ନିଷ୍ଫଳତା—ବି)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ ଫଳ)[ସମ୍ପାଦନା]

୧. ଫଳୁ ନ ଥିବା — ୧. Not bearing fruit.
୨. ଫଳଶୂନ୍ୟ —୨. Fruitless; abortive.
୩. ବିଫଳ; ନିରର୍ଥକ — ୩. Ineffective; futile; ineffectual.
୪. ବ୍ୟର୍ଥ; ଅକୃତକାର୍ଯ୍ୟ —୪. Unsuccessfull.
୫. ବୃଥା —୫. Useless; vain.
୬. ବନ୍ଧ୍ୟ —୬. Barren; impotent.
୭. ଅଣ୍ଡକୋଷରହିତ (ହିନ୍ଦୀ - ଶବ୍ଦସାଗର) — ୭. Having no testicle.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ନଡ଼ା; ପାଳ —Straw.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କୌଣସି କାର୍ଯ୍ୟରେ ଫଳର ଅପ୍ରାପ୍ତି —Fruitlessness; infructuous condition; the state of abortiveness.