ବୃକ୍ଷ
ଦେଖଣା
ବୃକ୍ଷ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୃକ୍ଷ
|
ସଂସ୍କୃତ - ବିଶେଷ୍ୟ - (ବୃକ୍ଷ୍ ଧାତୁ+କର୍ତ୍ତୃ. ଅ; କିମ୍ୱା ବ୍ରଶ୍ଚ୍ ଧାତୁ=ଛେଦନ କରିବା+କର୍ମ. ଅକ)
[ସମ୍ପାଦନା]- ୧. ଗଛ; ପାଦପ — ୧. A tree.
[ଦ୍ରଷ୍ଟବ୍ୟ —ଯେଉଁ ଉଦ୍ଭିଦର ମୂଳରୁ ଗୋଟିଏ ଟାଣୁଆ ଓ ସିଧା ଗଣ୍ଡି ସିଧାହୋଇ ଉଚ୍ଚକୁ ଉଠେ, ଓ ଭୂମିରୁ କିଛି ଦୂର ଉଠିଲା ପରେ ଯହିଁରୁ ଶାଖା ବାହାରେ ଓ ଯହିଁରେ ପତ୍ର ଥାଏ ତାକୁ ବୃକ୍ଷ ବୋଲାଯାଏ]
- ୨. ବୃକ୍ଷପରି ମୂଳ ଓ ଶାଖା ପ୍ରଶାଖାଯୁକ୍ତ କଳ୍ପିତ ଚିତ୍ର (ଯଥା—ବଂଶବୃକ୍ଷ) —୨. Any picture or drawing in the shape of a tree (having a root and branches) (e, g, genealogical tree).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେ କୌଣସି ପ୍ରକାର ବଡ଼ ଉଦ୍ଭିଦ — Any big or tall vegetable growth growing out of a root.