ବୃକ୍ଷ

ଉଇକିଅଭିଧାନ‌ରୁ

ବୃକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୃକ୍ଷ୍ ଧାତୁ+କର୍ତ୍ତୃ. ଅ; କିମ୍ୱା ବ୍ରଶ୍ଚ୍ ଧାତୁ=ଛେଦନ କରିବା+କର୍ମ. ଅକ)[ସମ୍ପାଦନା]

୧. ଗଛ; ପାଦପ — ୧. A tree.

[ଦ୍ରଷ୍ଟବ୍ୟ —ଯେଉଁ ଉଦ୍ଭିଦର ମୂଳରୁ ଗୋଟିଏ ଟାଣୁଆ ଓ ସିଧା ଗଣ୍ଡି ସିଧାହୋଇ ଉଚ୍ଚକୁ ଉଠେ, ଓ ଭୂମିରୁ କିଛି ଦୂର ଉଠିଲା ପରେ ଯହିଁରୁ ଶାଖା ବାହାରେ ଓ ଯହିଁରେ ପତ୍ର ଥାଏ ତାକୁ ବୃକ୍ଷ ବୋଲାଯାଏ]

୨. ବୃକ୍ଷପରି ମୂଳ ଓ ଶାଖା ପ୍ରଶାଖାଯୁକ୍ତ କଳ୍ପିତ ଚିତ୍ର (ଯଥା—ବଂଶବୃକ୍ଷ) —୨. Any picture or drawing in the shape of a tree (having a root and branches) (e, g, genealogical tree).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଯେ କୌଣସି ପ୍ରକାର ବଡ଼ ଉଦ୍ଭିଦ — Any big or tall vegetable growth growing out of a root.