କଣିକା
ଦେଖଣା
କଣିକା —
ଉଚ୍ଚାରଣ: Kaṇikā
ସଂ. ବି. (କଣ+ସ୍ବାର୍ଥ. କ+ସ୍ତ୍ରୀ. ଆ) —
୧: ଏକ କଣା ମାତ୍ର —୧. One grain only.
୨: ଲବେ ମାତ୍ର —୨. An atom.
୩: କ୍ଷୁଦ୍ର ଅଂଶ —୩. Small particle.
୪: ଜୟନ୍ତୀ ବା ଅଗବଥୁ ଗଛ — ୪. A medicinal tree.
ଦେ. ବି. —
ବାଉଁଶର ପ୍ରଶାଖା; କଣି — Small bamboo-shoot.
ପ୍ରାଦେ. (ଗଡ଼ଜାତ) ବି. —
ଚାଳ ପବନରେ ଉଡି ନ ୟିବ ବୋଲି ଯେଉଁ ବାଉଁଶ କଣି ଚାଳ ଉପରେ ଏବଂ ଜହ୍ନି କାକୁଡ଼ି ରଞ୍ଜା ଭାଡ଼ିରେ ଦିଆ ଯାଏ —Bamboo twigs spread over thatches and trellises.