କଣିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣିକା
ଉଚ୍ଚାରଣ: Kaṇikā

ସଂ. ବି. (କଣ+ସ୍ବାର୍ଥ. କ+ସ୍ତ୍ରୀ. ଆ) —

୧: ଏକ କଣା ମାତ୍ର —୧. One grain only.

୨: ଲବେ ମାତ୍ର —୨. An atom.

୩: କ୍ଷୁଦ୍ର ଅଂଶ —୩. Small particle.

୪: ଜୟନ୍ତୀ ବା ଅଗବଥୁ ଗଛ — ୪. A medicinal tree.

ଦେ. ବି. —

ବାଉଁଶର ପ୍ରଶାଖା; କଣି — Small bamboo-shoot.

ପ୍ରାଦେ. (ଗଡ଼ଜାତ) ବି. —

ଚାଳ ପବନରେ ଉଡି ନ ୟିବ ବୋଲି ଯେଉଁ ବାଉଁଶ କଣି ଚାଳ ଉପରେ ଏବଂ ଜହ୍ନି କାକୁଡ଼ି ରଞ୍ଜା ଭାଡ଼ିରେ ଦିଆ ଯାଏ —Bamboo twigs spread over thatches and trellises.