କଚିରି
ଦେଖଣା
କଚିରି —
ଉଚ୍ଚାରଣ: Kachiri
কাচারী, কাছারী
कचहरी
ବୈଦେ. ବି. (ଆ. କଚହରୀ) —
୧: ବିଚାରାଳୟ — ୧. Public court; court of justice.
୨: ରାଜକୀୟ କାର୍ୟ୍ୟାଳୟ ବା ଦରବାର; ଅଫିସ୍ — ୨. Public office.
୩: ଜମିଦାରଙ୍କ ଖଜଣାଅସୁଲ ଘର — ୩. Zamindar's collection office.
[ଦ୍ର—ଭିନ୍ନ ଭିନ୍ନ ବିଷୟ ବୁଝା ୟାଉଥିବା କଚିରିମାନଙ୍କର ନାମ ଭିନ୍ନ ଭିନ୍ନ; ଯଥା—କିଲଟରି, ଅଦାଲତ, ସେଟଲ୍ମେଣ୍ଟା]