କଚିରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚିରି
ଉଚ୍ଚାରଣ: Kachiri
কাচারী, কাছারী कचहरी

ବୈଦେ. ବି. (ଆ. କଚହରୀ) —

୧: ବିଚାରାଳୟ — ୧. Public court; court of justice.

୨: ରାଜକୀୟ କାର୍ୟ୍ୟାଳୟ ବା ଦରବାର; ଅଫିସ୍ — ୨. Public office.

୩: ଜମିଦାରଙ୍କ ଖଜଣାଅସୁଲ ଘର — ୩. Zamindar's collection office.

[ଦ୍ର—ଭିନ୍ନ ଭିନ୍ନ ବିଷୟ ବୁଝା ୟାଉଥିବା କଚିରିମାନଙ୍କର ନାମ ଭିନ୍ନ ଭିନ୍ନ; ଯଥା—କିଲଟରି, ଅଦାଲତ, ସେଟଲ୍ମେଣ୍ଟା]