ଶୋଷକ
ଦେଖଣା
ଶୋଷକ
ଉଚ୍ଚାରଣ
[ସମ୍ପାଦନା](ଶୋଷିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଶୁଷ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଶୋଷଣକାରୀ; ଯାହା ପଦାର୍ଥରୁ ଜଳ ବା ରସ ଶୋଷିନିଏ; ରସାକର୍ଷକ —୧. That which sucks up or draws out water or j̄uice from things.
- ୨. ଯାହା ଶୁଷ୍କ କରେ— ଦେହକୁ ଶୀର୍ଣ୍ଣ କରେ ===
- ୩. ଯାହା ଦେହକୁ ଶୀର୍ଣ୍ଣ କରେ — ୩. (medicine) Which makes the body lean.