ଶୋଷକ

ଉଇକିଅଭିଧାନ‌ରୁ

ଶୋଷକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶୋଷିକା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଶୁଷ୍ ଧାତୁ+କର୍ତ୍ତୃ. ଅକ)[ସମ୍ପାଦନା]

୧. ଶୋଷଣକାରୀ; ଯାହା ପଦାର୍ଥରୁ ଜଳ ବା ରସ ଶୋଷିନିଏ; ରସାକର୍ଷକ —୧. That which sucks up or draws out water or j̄uice from things.
୨. ଯାହା ଶୁଷ୍କ କରେ— ଦେହକୁ ଶୀର୍ଣ୍ଣ କରେ ===
୩. ଯାହା ଦେହକୁ ଶୀର୍ଣ୍ଣ କରେ — ୩. (medicine) Which makes the body lean.