କପୀତନ
ଦେଖଣା
କପୀତନ —
ଉଚ୍ଚାରଣ: Kapītana
ସଂ. ବି. (କପି+ତନ୍ ଧାତୁ=ବିସ୍ତାର କରିବା+ଅ; ଯେ କପି —
ମାନଙ୍କୁ ଆଶ୍ରୟ ଦିଏ) —
୧: ପାରୀକ୍ଷ; ଫାରସାକୋଳି
ଓ ଗଛ —୧. The Tulip tree and berry.
୨: ଆମ୍ବଡ଼ା ଗଛ —୨. Hog-plum tree.
୩: ପସାରୁଣୀ ଲତା (ଦେଖ)
୩. Pasāruṇī (creeper) (See)
୪: ଗନ୍ଧପିସ୍ପଳୀ; ଏକ ପ୍ରକାର ପିପ୍ପଳୀ —
୪. A kind of pepper.
୫: ଶିରୀଷ ଗଛ —୫. Acacia Lebbec (tree)