କପୀତନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପୀତନ
ଉଚ୍ଚାରଣ: Kapītana

ସଂ. ବି. (କପି+ତନ୍ ଧାତୁ=ବିସ୍ତାର କରିବା+ଅ; ଯେ କପି —

ମାନଙ୍କୁ ଆଶ୍ରୟ ଦିଏ) —

୧: ପାରୀକ୍ଷ; ଫାରସାକୋଳି

ଓ ଗଛ —୧. The Tulip tree and berry.

୨: ଆମ୍ବଡ଼ା ଗଛ —୨. Hog-plum tree.

୩: ପସାରୁଣୀ ଲତା (ଦେଖ)

୩. Pasāruṇī (creeper) (See)

୪: ଗନ୍ଧପିସ୍ପଳୀ; ଏକ ପ୍ରକାର ପିପ୍ପଳୀ —

୪. A kind of pepper.

୫: ଶିରୀଷ ଗଛ —୫. Acacia Lebbec (tree)