କଣ୍ଡା
ଦେଖଣା
କଣ୍ଡା —
ଉଚ୍ଚାରଣ: Kaṇḍā
কাঁড়া
पछीरना
মাকু
कंडाल, डरकी
ଦେ. ବି. (ସଂ. କଣ୍ଡନ) —
୧: କଣ୍ଡନ (ଦେଖ) — ୧. Kaṇḍana (See)
୨: ଲୁଗାକୁ ତନ୍ତରେ ବୁଣିବା ପାଇଁ ଭରଣୀ ସୁତା ଗୁଡ଼ିଆ ହୋଇଥିବା କାଠି (ୟାହାକୁ ଟାଣୀସୁତାର ଫାଙ୍କରେ ଫିଙ୍ଗନ୍ତି) —୨. Weaving shuttle.
ପ୍ରାଦେ. (ଗଡ଼ଜାତ)—ବି. —
କନ୍ଧମାନଙ୍କ କଥିତ ଭାଷା — The language spoken by the Kandhas in Orissa and Madras Presidency.
୪: ଘର୍ଷଣ; ମର୍ଦ୍ଦନ —୪. Rubbing.
ଦାଢ଼ି କସ୍ତୁରୀ କଣ୍ଡାର କଳା ଗୋ ସଜନି—ପ୍ରାଚୀ. ରହସ୍ୟମଞ୍ଜରୀ
ପ୍ରାଦେ. (ବିଶାଖାପାଟଣା) ବି. —
ମାଳଅଞ୍ଚଳବାସୀ ଓଡ଼ିଶାଭାଷୀ— ଅନାର୍ୟ୍ୟ ଜାତି —A race of aborigines living in the wilds of the Vizagapatam District and Agency.
কঁণ্ড়া
ଦେ. ବିଣ. (ସଂ. କଣ୍ଡିତ) —
ତୁଷ ଆଦି ପରିଷ୍କୃତ ହୋଇଥିବା (ଶସ୍ୟ) —Husked; (grain) cleansed of husks.