କଣ୍ଡା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଡା
ଉଚ୍ଚାରଣ: Kaṇḍā
কাঁড়া पछीरना মাকু कंडाल, डरकी

ଦେ. ବି. (ସଂ. କଣ୍ଡନ) —

୧: କଣ୍ଡନ (ଦେଖ) — ୧. Kaṇḍana (See)

୨: ଲୁଗାକୁ ତନ୍ତରେ ବୁଣିବା ପାଇଁ ଭରଣୀ ସୁତା ଗୁଡ଼ିଆ ହୋଇଥିବା କାଠି (ୟାହାକୁ ଟାଣୀସୁତାର ଫାଙ୍କରେ ଫିଙ୍ଗନ୍ତି) —୨. Weaving shuttle.

ପ୍ରାଦେ. (ଗଡ଼ଜାତ)—ବି. —

କନ୍ଧମାନଙ୍କ କଥିତ ଭାଷା — The language spoken by the Kandhas in Orissa and Madras Presidency.

୪: ଘର୍ଷଣ; ମର୍ଦ୍ଦନ —୪. Rubbing.

ଦାଢ଼ି କସ୍ତୁରୀ କଣ୍ଡାର କଳା ଗୋ ସଜନି—ପ୍ରାଚୀ. ରହସ୍ୟମଞ୍ଜରୀ

ପ୍ରାଦେ. (ବିଶାଖାପାଟଣା) ବି. —

ମାଳଅଞ୍ଚଳବାସୀ ଓଡ଼ିଶାଭାଷୀ— ଅନାର୍ୟ୍ୟ ଜାତି —A race of aborigines living in the wilds of the Vizagapatam District and Agency.

কঁণ্ড়া

ଦେ. ବିଣ. (ସଂ. କଣ୍ଡିତ) —

ତୁଷ ଆଦି ପରିଷ୍କୃତ ହୋଇଥିବା (ଶସ୍ୟ) —Husked; (grain) cleansed of husks.