ଛାଏଁ
ଦେଖଣା
ଓଡ଼ିଆ
[ସମ୍ପାଦନା]କ୍ରିୟା ବିଶେଷଣ
- ଉଦାହରଣ: ଜମି ଥିବା ପାଣିକୁ ଓଳେଇ ଦେଲେ, ତାହା ଛାଏଁ ଶୁଖିଯାଏ ।
ପ୍ରତିଶବ୍ଦ
[ସମ୍ପାଦନା]- ଆପେ ଆପେ
- ସ୍ୱତଃ
- ମନକୁ ମନଛାଏଁ
ଉଚ୍ଚାରଣ
[ସମ୍ପାଦନା]$1
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାଏଁ
|
(ଛାଏଁ ଛାଏଁ—ଅନ୍ୟରୂପ)
ଦେଶଜ - ଅ. (ସଂସ୍କୃତ - ସ୍ୱୟଂ ବା ସ୍ୱେଚ୍ଛୟା)
[ସମ୍ପାଦନା]- ୧. ନିଜେ — ୧. One's self.
- ୨. ସ୍ୱତଃ; ମନକୁ; ସ୍ୱେଚ୍ଛାକ୍ରମେ — ୨. Of one's own accord; voluntarily.
ପ୍ରଜାଏ ଅନ୍ୟୋଅନ୍ୟେ ହୋଇ, ଆପଣା ଛାଏଁ ନାଶ ଯାଇ ଜଗନ୍ନାଥ. ଭାଗବତ
- ୩. ଅନ୍ୟ କାହାର ସାହାଯ୍ୟ ବିନା — ୩. Without any other's help.
- ୪. କାର୍ଯ୍ୟତଃ; ଫଳତଃ — ୪. Spontaneously; automatically.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଛାୟା)
[ସମ୍ପାଦନା]ଛାୟା; ଛାଇ — Shade; shadow.