ଛାଏଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଓଡ଼ିଆ[ସମ୍ପାଦନା]

କ୍ରିୟା ବିଶେଷଣ

ଉଦାହରଣ: ଜମି ଥିବା ପାଣିକୁ ଓଳେଇ ଦେଲେ, ତାହା ଛାଏଁ ଶୁଖିଯାଏ ।

ପ୍ରତିଶବ୍ଦ[ସମ୍ପାଦନା]

  1. ଆପେ ଆପେ
  2. ସ୍ୱତଃ
  3. ମନକୁ ମନଛାଏଁ

ଉଚ୍ଚାରଣ[ସମ୍ପାଦନା]

$1

  • (file)
  • (file)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଛାଏଁ ଛାଏଁ—ଅନ୍ୟରୂପ)

ଦେଶଜ - ଅ. (ସଂସ୍କୃତ - ସ୍ୱୟଂ ବା ସ୍ୱେଚ୍ଛୟା)[ସମ୍ପାଦନା]

୧. ନିଜେ — ୧. One's self.
୨. ସ୍ୱତଃ; ମନକୁ; ସ୍ୱେଚ୍ଛାକ୍ରମେ — ୨. Of one's own accord; voluntarily.

ପ୍ରଜାଏ ଅନ୍ୟୋଅନ୍ୟେ ହୋଇ, ଆପଣା ଛାଏଁ ନାଶ ଯାଇ ଜଗନ୍ନାଥ. ଭାଗବତ

୩. ଅନ୍ୟ କାହାର ସାହାଯ୍ୟ ବିନା — ୩. Without any other's help.
୪. କାର୍ଯ୍ୟତଃ; ଫଳତଃ — ୪. Spontaneously; automatically.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଛାୟା)[ସମ୍ପାଦନା]

ଛାୟା; ଛାଇ — Shade; shadow.