କଦାଚାର
ଦେଖଣା
କଦାଚାର —
ଉଚ୍ଚାରଣ: Kadāchāra
(କଦାଚାରା—ସ୍ତ୍ରୀ)
ସଂ. ବି. (କର୍ମଧା; କୁ+ଆଚାର; କୁ ସ୍ଥାନରେ କତ ଆଦେଶ) —
୧: କୁତ୍ସିତ ବା ମନ୍ଦ ପ୍ରଥା — ୧. Bad custom.
୨: ଗର୍ହିତ ଆଚରଣ; ବଦଚାଲୀ — ୨. Bad conduct.
ସଂ. ବିଣ. ପୁଂ. (ବହୁବ୍ରୀହି) —
କଦାଚାରୀ (ଦେଖ) Kadāchārī (See)