କଦାଚାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦାଚାର
ଉଚ୍ଚାରଣ: Kadāchāra
(କଦାଚାରା—ସ୍ତ୍ରୀ)

ସଂ. ବି. (କର୍ମଧା; କୁ+ଆଚାର; କୁ ସ୍ଥାନରେ କତ ଆଦେଶ) —

୧: କୁତ୍ସିତ ବା ମନ୍ଦ ପ୍ରଥା — ୧. Bad custom.

୨: ଗର୍ହିତ ଆଚରଣ; ବଦଚାଲୀ — ୨. Bad conduct.

ସଂ. ବିଣ. ପୁଂ. (ବହୁବ୍ରୀହି) —

କଦାଚାରୀ (ଦେଖ) Kadāchārī (See)