କଦାକାର
ଦେଖଣା
କଦାକାର —
ଉଚ୍ଚାରଣ: Kadākāra
ସଂ. ବିଣ. (ବହୁବ୍ରୀହି; କୁ+ଆକାର; କୁ ସ୍ଥାନରେ କତ୍ ଆଦେଶ) —
କୁରୂପ; କୁତ୍ସିତ; ଅସୁନ୍ଦର — Ugly; clumsy; uncouth; deformed; ill-formed.