କଦାକାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦାକାର
ଉଚ୍ଚାରଣ: Kadākāra

ସଂ. ବିଣ. (ବହୁବ୍ରୀହି; କୁ+ଆକାର; କୁ ସ୍ଥାନରେ କତ୍ ଆଦେଶ) —

କୁରୂପ; କୁତ୍ସିତ; ଅସୁନ୍ଦର — Ugly; clumsy; uncouth; deformed; ill-formed.