ବାଉଳି
ଦେଖଣା
ବାଉଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଉଳି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ବାତୁଳ) ବୈଷ୍ଣବଧର୍ମ ସମ୍ପ୍ରଦାୟ ବିଶେଷ —୧. A sect of anchorites.
[ ଦ୍ର—ବଙ୍ଗଦେଶରେ ଏ ସଂମ୍ପ୍ରଦାୟର ବୈଷ୍ଣବମାନେ ମୁଣ୍ଡରେ ଟୋପର ଓ ଦିହରେ କନ୍ଥା ଦେଇ ଧୁ଼ଡ଼ୁକୀ ବଜାଇ ହରି ନାମ ଗାଇ ବୁଲନ୍ତି ଏଥିର ମୌଳକ ଅର୍ଥ ଯେ ହରି ନାମରେ ବତୁଳ ]
- ୨. ବାଉଲି (ଦେଖ) - —Bāuli (See).
- ୩. ବାହାଳି (ଦେଖ) - —୩. Bāhāḻi (See) .
- ୪. ଘରର ଚାଳ ଛପରବନ୍ଦି କରିବା ସମୟରେ ହାତିଅନ୍ଧର କାନ୍ଥରେ ବର୍ଷା ପାଣି ନ ପଡ଼ିବା ଉଦ୍ଦେଶ୍ୟରେ ଛପରର ଶେଷଭାଗରେ ବାନ୍ଧି ଦିଆଯିବା ନଡ଼ା — ୪. Straw put on the extremity of a gabled thatch to prevent rain water from reaching the gabled wall.