ଗର୍ତ୍ତ
ଦେଖଣା
ଗର୍ତ୍ତ
ଉଚ୍ଚାରଣ
[ସମ୍ପାଦନା](ଗର୍ତ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗୃ ଧାତୁ= ଭୋଜନ କରିବା+ କର୍ତ୍ତୃ. ତ)
[ସମ୍ପାଦନା]- ୧. ବିବର; ଗହ୍ୱର — ୧. Hollow; cavity.
- ୨. ଭୂମିରେ ଖୋଳା ଗାତ — ୨. Pit; hole in the ground.
- ୩. ରନ୍ଧ୍ର; ଛିଦ୍ର —୩. Small hole.
- ୪. କବର —୪. Grave.
- ୫. ପର୍ବତ—ଗହ୍ୱର —୫. Cave; cavern.
- ୬. ସ୍ତ୍ରୀ ନିତମ୍ୱର ଆବର୍ତ୍ତାକାର ଚିହ୍ନ; କୁକୁନ୍ଦର — ୬. The cavities on the back of a woman's loins; the hollows of the loins.
- ୭. ରୋଗବିଶେଷ —୭. A kind of disease.
- ୮. ତ୍ରିଗର୍ତ୍ତଦେଶର ଅଂଶ ବା ପ୍ରଦେଶ —୮. Name of a part of the Trigartta Deṡa.
- ୯. ରଥ —୯. Chariot.
- ୧. ଗୃହ; ଘର —୧୦. House.
୧୧: ସଭାଗୃହର ସ୍ତମ୍ଭ — ୧୧. Post of an assembly-room
୧୨: ଜଳାଶୟ (ହିନ୍ଦୀ - ଶବ୍ଦସାଗର) —୧୨. Tank.
୧୩: ନରକବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୩. A part of hell.