ଗର୍ତ୍ତ

ଉଇକିଅଭିଧାନ‌ରୁ

ଗର୍ତ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗର୍ତ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ଗୃ ଧାତୁ= ଭୋଜନ କରିବା+ କର୍ତ୍ତୃ. ତ)[ସମ୍ପାଦନା]

୧. ବିବର; ଗହ୍ୱର — ୧. Hollow; cavity.
୨. ଭୂମିରେ ଖୋଳା ଗାତ — ୨. Pit; hole in the ground.
୩. ରନ୍ଧ୍ର; ଛିଦ୍ର —୩. Small hole.
୪. କବର —୪. Grave.
୫. ପର୍ବତ—ଗହ୍ୱର —୫. Cave; cavern.
୬. ସ୍ତ୍ରୀ ନିତମ୍ୱର ଆବର୍ତ୍ତାକାର ଚିହ୍ନ; କୁକୁନ୍ଦର — ୬. The cavities on the back of a woman's loins; the hollows of the loins.
୭. ରୋଗବିଶେଷ —୭. A kind of disease.
୮. ତ୍ରିଗର୍ତ୍ତଦେଶର ଅଂଶ ବା ପ୍ରଦେଶ —୮. Name of a part of the Trigartta Deṡa.
୯. ରଥ —୯. Chariot.
୧. ଗୃହ; ଘର —୧୦. House.

୧୧: ସଭାଗୃହର ସ୍ତମ୍ଭ — ୧୧. Post of an assembly-room

୧୨: ଜଳାଶୟ (ହିନ୍ଦୀ - ଶବ୍ଦସାଗର) —୧୨. Tank.


୧୩: ନରକବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୩. A part of hell.