ଗୁଳ
ଦେଖଣା
ଗୁଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୂଡ଼୍ ଧାତୁ=ବେଷ୍ଟନ କରିବା+ଅ; ଡ ସ୍ଥାନରେ ଳ)
[ସମ୍ପାଦନା]ଗୂଡ଼ —Molasses.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଗୋଳକ)—ଗୋଲାକାର ଛୋଟ ବସ୍ତୁ — ୧. Small rolled round thing.
- ୨. ବଟିକା —୨. Pill.
- ୩. ଖଣ୍ଡ ଖଣ୍ଡ ହୋଇ କଟା ହୋଇଥିବା ଆଖୁ ମଞ୍ଜି — ୩. Pieces of sugarcane from which plants sprout forth.
- ୪. ଜୁଆ ବା ଶୁର୍ତ୍ତି ଖେଳରେ ଓ ବଣ୍ଟରା ହେଉଥିବା ପଦାର୍ଥ ଉପରେ ପକାଯିବା କାଗଜର ଗୁଟିକା — ୪. Rolled paper placed on things in a lottery or partition.