ଗୁଳ

ଉଇକିଅଭିଧାନ‌ରୁ

ଗୁଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୂଡ଼୍ ଧାତୁ=ବେଷ୍ଟନ କରିବା+ଅ; ଡ ସ୍ଥାନରେ ଳ)[ସମ୍ପାଦନା]

ଗୂଡ଼ —Molasses.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଗୋଳକ)—ଗୋଲାକାର ଛୋଟ ବସ୍ତୁ — ୧. Small rolled round thing.


୨. ବଟିକା —୨. Pill.
୩. ଖଣ୍ଡ ଖଣ୍ଡ ହୋଇ କଟା ହୋଇଥିବା ଆଖୁ ମଞ୍ଜି — ୩. Pieces of sugarcane from which plants sprout forth.
୪. ଜୁଆ ବା ଶୁର୍ତ୍ତି ଖେଳରେ ଓ ବଣ୍ଟରା ହେଉଥିବା ପଦାର୍ଥ ଉପରେ ପକାଯିବା କାଗଜର ଗୁଟିକା — ୪. Rolled paper placed on things in a lottery or partition.