ଯୂ
ଦେଖଣା
ଯୂ
ଉଚ୍ଚାରଣ
[ସମ୍ପାଦନା](ଯୁଉ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ସର୍ବ (ସଂସ୍କୃତ - ଯତ)
[ସମ୍ପାଦନା]ଯେଉଁ —Which.
ଗ୍ରାମ୍ୟ - ଅ. (ସଂସ୍କୃତ - ଯୁଗ)
[ସମ୍ପାଦନା]ଯୁଆଳିରେ କାନ୍ଧ ଲଗାଇବା ପାଇଁ ବଳଦଙ୍କୁ ଡାକିବା — An exclamation used by cartmen and ploughmen exhorting the bullocks to put their shoulders to the yoke.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ଜୁ (ଦେଖ) - —Ju (See)
ଯୂ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଯୁ ଧାତୁ=ମିଶ୍ରିତ କରିବା+କର୍ମ କ୍ୱିପ୍)
[ସମ୍ପାଦନା]ଯୁଷ୍ କ୍ୱାଥ —Broth.
[ଦ୍ରଷ୍ଟବ୍ୟ —ଯେଉଁସବୁ ଦେଶକ ଶବ୍ଦ 'ଯୁ' ଆଦ୍ୟ ହୋଇ ବ୍ୟବହୃତ ହୁଏ ସେମାନେ 'ଯୂ' ଆଦ୍ୟ ଲେଖାଯାଇ ମଧ୍ୟ ବ୍ୟବହୃତ ହୁଅନ୍ତି ]