ଚଲାଣି
ଦେଖଣା
ଚଲାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଟଙ୍କା ବା ଜିନିଷ ପଠାଇବା — Remittance of articles or money.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପଠାଯାଉଥିବା (ଦ୍ରବ୍ୟ) — ୧. Remitted (articles).
- ୨. ରପ୍ତାନିର ଉପଯୋଗୀ — ୨. Fit for being exported.
- ୩. ବିଚାରାର୍ଥ ପ୍ରେରିତ (ଅପରାଧୀ) — ୩. (accused) Sent up for trial.