ଚଲାଣି

ଉଇକିଅଭିଧାନ‌ରୁ

ଚଲାଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଟଙ୍କା ବା ଜିନିଷ ପଠାଇବା — Remittance of articles or money.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ପଠାଯାଉଥିବା (ଦ୍ରବ୍ୟ) — ୧. Remitted (articles).
୨. ରପ୍ତାନିର ଉପଯୋଗୀ — ୨. Fit for being exported.


୩. ବିଚାରାର୍ଥ ପ୍ରେରିତ (ଅପରାଧୀ) — ୩. (accused) Sent up for trial.