ରକ୍ତପିଣ୍ଡ
ଦେଖଣା
ରକ୍ତପିଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (୬ଷ୍ଠୀ ତତ୍) ପିଣ୍ଡୀକୃତ ରକ୍ତ; ରକ୍ତର ଗୋଲକ —୧. A ball of clotted blood,
- ୨. [କର୍ମଧା] ରକ୍ତବର୍ଣ୍ଣ ଗୋଲକ —୨. A bloody-red ball.
- ୩. (ବହୁବ୍ରୀହି) ଜବା ବା ମନ୍ଦାର ଫୁଲ —୩. Red china rose; Habiscus Rosa; Sinensis.
- ୪. ବନ୍ୟ ବୃକ୍ଷ ବିଶେଷ —୪. Name of a small tree; Ventilago Madraspatana.
- ୫. ଶରୀରରେ ରକ୍ତାଧିକ୍ୟ ଜନିତ ଏକପ୍ରକାର ରୋଗ — ୫. Plethora.
- ୬. ଗୁହ୍ୟ, ନାସା ଓ ମୁଖରି ଅବିରତ ଛେଲା ଛେଲା ରକ୍ତ ପଡ଼ିବା ରୋଗ —୫. Spontaneous discharge of clots of blood through the mouth, the nostrils and the anus.
- ୭. ନାଲିଆ ବଥ —୭. Red boil; red pimple (Apte).
- ୮. କୁଷ୍ଠ ମହାବ୍ୟାଧିର ପୂର୍ବଲକ୍ଷଣସୂଚକ ରକ୍ତାଭ ସ୍ଫୋଟକବିଶେଷ —୮. Eruptions of red colour which are the symptoms of approaching leprosy.