ରକ୍ତପିଣ୍ଡ

ଉଇକିଅଭିଧାନ‌ରୁ

ରକ୍ତପିଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (୬ଷ୍ଠୀ ତତ୍) ପିଣ୍ଡୀକୃତ ରକ୍ତ; ରକ୍ତର ଗୋଲକ —୧. A ball of clotted blood,
୨. [କର୍ମଧା] ରକ୍ତବର୍ଣ୍ଣ ଗୋଲକ —୨. A bloody-red ball.
୩. (ବହୁବ୍ରୀହି) ଜବା ବା ମନ୍ଦାର ଫୁଲ —୩. Red china rose; Habiscus Rosa; Sinensis.
୪. ବନ୍ୟ ବୃକ୍ଷ ବିଶେଷ —୪. Name of a small tree; Ventilago Madraspatana.
୫. ଶରୀରରେ ରକ୍ତାଧିକ୍ୟ ଜନିତ ଏକପ୍ରକାର ରୋଗ — ୫. Plethora.
୬. ଗୁହ୍ୟ, ନାସା ଓ ମୁଖରି ଅବିରତ ଛେଲା ଛେଲା ରକ୍ତ ପଡ଼ିବା ରୋଗ —୫. Spontaneous discharge of clots of blood through the mouth, the nostrils and the anus.
୭. ନାଲିଆ ବଥ —୭. Red boil; red pimple (Apte).
୮. କୁଷ୍ଠ ମହାବ୍ୟାଧିର ପୂର୍ବଲକ୍ଷଣସୂଚକ ରକ୍ତାଭ ସ୍ଫୋଟକବିଶେଷ —୮. Eruptions of red colour which are the symptoms of approaching leprosy.