କର୍ମସାଧନ
ଦେଖଣା
କର୍ମସାଧନ —
ଉଚ୍ଚାରଣ: Karmasādhana
ସଂ. ବି (୬: ଷ୍ଠୀ ତତ୍; କର୍ମନ୍+ସାଧନ) —
୨: ୟାହାଦ୍ବାରା କର୍ମ ସାଧିତ ହୁଏ —୧. The means of accomplishing an act.
୨: ଯନ୍ତ୍ର; ହାତହତିଆର —୨. Implements.
୩: କର୍ମସମାପ୍ତି — ୩. The accomplishment o a work.