କର୍ମସାଧନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମସାଧନ
ଉଚ୍ଚାରଣ: Karmasādhana

ସଂ. ବି (୬: ଷ୍ଠୀ ତତ୍; କର୍ମନ୍+ସାଧନ) —

୨: ୟାହାଦ୍ବାରା କର୍ମ ସାଧିତ ହୁଏ —୧. The means of accomplishing an act.

୨: ଯନ୍ତ୍ର; ହାତହତିଆର —୨. Implements.

୩: କର୍ମସମାପ୍ତି — ୩. The accomplishment o a work.