କଣୀୟାନ୍
ଦେଖଣା
କଣୀୟାନ୍ —
ଉଚ୍ଚାରଣ: Kaṇīyān
(କଣୀୟସୀ—ସ୍ତ୍ରୀ)
ସଂ. ବିଣ. ପୁଂ (କଣ=ଅଳ୍ପ+ଈୟସ୍; ୧: ମା;୧: ବ) —
୧: ଅତି କ୍ଷୁଦ୍ର —୧. Very small.
୨: ଅତି ଛୋଟ —୨. Atomic.
୩: କନିଷ୍ଠ —୩. Younger.
କଣୀୟାନ୍ —
ଉଚ୍ଚାରଣ: Kaṇīyān
(କଣୀୟସୀ—ସ୍ତ୍ରୀ)
ସଂ. ବିଣ. ପୁଂ (କଣ=ଅଳ୍ପ+ଈୟସ୍; ୧: ମା;୧: ବ) —
୧: ଅତି କ୍ଷୁଦ୍ର —୧. Very small.
୨: ଅତି ଛୋଟ —୨. Atomic.
୩: କନିଷ୍ଠ —୩. Younger.