କଣୀୟାନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣୀୟାନ୍
ଉଚ୍ଚାରଣ: Kaṇīyān
(କଣୀୟସୀ—ସ୍ତ୍ରୀ)

ସଂ. ବିଣ. ପୁଂ (କଣ=ଅଳ୍ପ+ଈୟସ୍; ୧: ମା;୧: ବ) —

୧: ଅତି କ୍ଷୁଦ୍ର —୧. Very small.

୨: ଅତି ଛୋଟ —୨. Atomic.

୩: କନିଷ୍ଠ —୩. Younger.