କାଉଁର୍
ଦେଖଣା
କାଉଁର୍ —
ଉଚ୍ଚାରଣ: Kāuñr
ପ୍ରାଦେ. (ସମ୍ବଲପୁର; ତୁଳ. ହି. କାଇ; ସଂ. କାବାର= ଶୈବାଳ) ବି. —
ବର୍ଷାଦିନେ କାନ୍ଥ ଆଦି ଉପରେ ମାଡ଼ି ଯାଇଥିବା ଶିଉଳି; ଶୈବାଳ —Moss growing on walls in the rainy season.