କାଉଁର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଉଁର୍
ଉଚ୍ଚାରଣ: Kāuñr

ପ୍ରାଦେ. (ସମ୍ବଲପୁର; ତୁଳ. ହି. କାଇ; ସଂ. କାବାର= ଶୈବାଳ) ବି. —

ବର୍ଷାଦିନେ କାନ୍ଥ ଆଦି ଉପରେ ମାଡ଼ି ଯାଇଥିବା ଶିଉଳି; ଶୈବାଳ —Moss growing on walls in the rainy season.