କାଶମର୍ଦ୍ଦ
ଦେଖଣା
କାଶମର୍ଦ୍ଦ —
ଉଚ୍ଚାରଣ: Kāṡamardda
ସଂ. ପର୍ୟ୍ୟାୟ—କାସମର୍ଦ୍ଦ,
ଅରିମର୍ଦ୍ଦ, କାସାରି, କର୍କଶା,
কালকাশুন্দে
कसौदि; कासिन्दि;
कसैंजा (दा)
ତୈ. କଶିବିନ୍ଦଚେଟ୍ଟୁ;
କାସିବିନ୍ଦା
কাশন্দা
चकबँड़
ସଂ. ବି. (କାଶ=କାଶରୋଗ+ମୃଦ୍ ଧାତୁ=ନାଶ କରିବା +କର୍ତ୍ତୃ. ଅ; ଏହା କାଶରୋଗର ଉପକାରୀ) —
୧: କାଶୁଣ୍ଡିଶାଗ — ୧. A herb; Cassia Sophora.
[ଦ୍ର—ଏହାର ପତ୍ର ରୁଚିକର, ବୃଷ୍ୟ, ମଧୁରସର, ପାରକ, କଣ୍ଠଶୋଧକ ଏବଂ ବିଷଦୋଷ, ରକ୍ତଦୁଷ୍ଟି, କଫ ଓ ବାଯୁନାଶକ ଏହା କାଶଘ୍ନ, ମଳ— ସଂଗ୍ରାହକ, ଲଘୁପାକ ଓ ପିତ୍ତଦୁଷ୍ଟି— ନାଶକ]
୨: ଚାକୁଣ୍ଡା ଗୁଳ୍ମ — ୨. The Cassia plant.
[ଦ୍ର—ଏକଜାତୀୟ ଶାକଗୁଳ୍ମ ଏହାର ପତ୍ର ଶାଗ ହୁଏ ଏବଂ ଛୁଇଁ ତରକାରି ଓ ଭଜା ହୁଏ]