କାଶମର୍ଦ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶମର୍ଦ୍ଦ
ଉଚ୍ଚାରଣ: Kāṡamardda
ସଂ. ପର୍ୟ୍ୟାୟ—କାସମର୍ଦ୍ଦ, ଅରିମର୍ଦ୍ଦ, କାସାରି, କର୍କଶା, কালকাশুন্দে कसौदि; कासिन्दि; कसैंजा (दा) ତୈ. କଶିବିନ୍ଦଚେଟ୍ଟୁ; କାସିବିନ୍ଦା কাশন্দা चकबँड़

ସଂ. ବି. (କାଶ=କାଶରୋଗ+ମୃଦ୍ ଧାତୁ=ନାଶ କରିବା +କର୍ତ୍ତୃ. ଅ; ଏହା କାଶରୋଗର ଉପକାରୀ) —

୧: କାଶୁଣ୍ଡିଶାଗ — ୧. A herb; Cassia Sophora.

[ଦ୍ର—ଏହାର ପତ୍ର ରୁଚିକର, ବୃଷ୍ୟ, ମଧୁରସର, ପାରକ, କଣ୍ଠଶୋଧକ ଏବଂ ବିଷଦୋଷ, ରକ୍ତଦୁଷ୍ଟି, କଫ ଓ ବାଯୁନାଶକ ଏହା କାଶଘ୍ନ, ମଳ— ସଂଗ୍ରାହକ, ଲଘୁପାକ ଓ ପିତ୍ତଦୁଷ୍ଟି— ନାଶକ]

୨: ଚାକୁଣ୍ଡା ଗୁଳ୍ମ — ୨. The Cassia plant.

[ଦ୍ର—ଏକଜାତୀୟ ଶାକଗୁଳ୍ମ ଏହାର ପତ୍ର ଶାଗ ହୁଏ ଏବଂ ଛୁଇଁ ତରକାରି ଓ ଭଜା ହୁଏ]