ମୃଣାଳ
ଦେଖଣା
- ମୃଣ୍ ଧାତୁ = ଆଘାତ କରିବା +କରଣ.ଆଳ; ଏଥିରେ କଣ୍ଟାଥିବାରୁ ଦେହରେ ଫୋଡ଼ିହୋଇ ଯାଏ
- ପଦ୍ମନାଡ଼ (ଦ୍ରଷ୍ଟବ୍ୟ-ପଦ୍ମନାଡ଼ କଣ୍ଟକମୟ )
- ପଦ୍ମମୂଳ
- ବେଣାମୂଳ; ବୀରଣମୂଳ; ଖସ୍ ଖସ୍
ଆଧାର
[ସମ୍ପାଦନା]- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା- ୬୬୭୫
ମୃଣାଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମୃଣ୍ ଧାତୁ=ଆଘାତ କରିବା+କରଣ. ଆଳ; ଏଥିରେ କଣ୍ଟା ଥିବାରୁ ଦେହରେ ଫୋଡ଼ି ହୋଇ ଯାଏ)
[ସମ୍ପାଦନା]- ୧. ପଦ୍ମନାଡ଼ —୧. The stem of lotus
[ ଦ୍ର—ପଦ୍ମନାଡ଼ କଣ୍ଟକମୟ ]
- ୨. ପଦ୍ମମୂଳ — ୨. The root of lotus plant.
- ୩. ବୀରଣ ମୂଳ; ବେଣାମୂଳ; ଖସ୍ଖସ୍ —୩. The fragrant root of the Beṇā grass or Andropegen Muricatum.