କିରିଚ୍
ଦେଖଣା
କିରିଚ୍ —
ଉଚ୍ଚାରଣ: Kirich
কিরিচ
किर्च
ବୈଦେ. ବି. (ମାଳୟଉପକୂଳର ଭାଷା କ୍ରାସ୍ରୁ ପର୍ଟୁଗିଜ୍. କ୍ରିସ୍; ତୁଳ. ସଂ.ୃତ ଧାତୁରୁ ଉତ୍ପନ୍ନ କୃତି=କଇଁଚି)
୧: କମରପଟିରୁ ଝୁଲୁଥିବା ଛୋଟ ସାଧା ତରବାରି — ୧. Small straight sword hanging from the belt.
୨: ଛୋରା —୨. Dagger.
୩: ବନ୍ଧୁକ ଅଗ୍ରଭାଗରେ ସଂଯୁକ୍ତ ତରବାରି; ସଙ୍ଗୀନ୍ — ୩. Bayonet attached to a gun at its muzzle.
[ ଦ୍ର—ମାଳୟଭାଷା କ୍ରୀସ୍ର ଅର୍ଥ ବକ୍ରମୁଖ ଛୋରା — A dagger with a wavy blade. ଜ୍ଞାନେନ୍ଦ୍ର]