କିରିଚ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିରିଚ୍
ଉଚ୍ଚାରଣ: Kirich
কিরিচ किर्च

ବୈଦେ. ବି. (ମାଳୟଉପକୂଳର ଭାଷା କ୍ରାସ୍ରୁ ପର୍ଟୁଗିଜ୍. କ୍ରିସ୍; ତୁଳ. ସଂ.୘ୃତ ଧାତୁରୁ ଉତ୍ପନ୍ନ କୃତି=କଇଁଚି)

୧: କମରପଟିରୁ ଝୁଲୁଥିବା ଛୋଟ ସାଧା ତରବାରି — ୧. Small straight sword hanging from the belt.

୨: ଛୋରା —୨. Dagger.

୩: ବନ୍ଧୁକ ଅଗ୍ରଭାଗରେ ସଂଯୁକ୍ତ ତରବାରି; ସଙ୍ଗୀନ୍ — ୩. Bayonet attached to a gun at its muzzle.

[ ଦ୍ର—ମାଳୟଭାଷା କ୍ରୀସ୍ର ଅର୍ଥ ବକ୍ରମୁଖ ଛୋରା — A dagger with a wavy blade. ଜ୍ଞାନେନ୍ଦ୍ର]