ତନ୍ଵୀ

ଉଇକିଅଭିଧାନ‌ରୁ

ବିଶେଷ୍ୟ [୧][ସମ୍ପାଦନା]

ତନୁ+ଈ(ସ୍ତ୍ରୀ)[ସମ୍ପାଦନା]

  • କ୍ଷୀଣାଙ୍ଗୀ
  • କୃଶାଙ୍ଗୀ
  • ପତଳାଶରୀର ବିଶିଷ୍ଟ ନାରୀ
  • (ବିଶେଷ୍ୟ) ସଂସ୍କୃତ ବୃତ୍ତି ବିଶେଷ
  • ଶାଳପର୍ଣ୍ଣୀ ବୃକ୍ଷ
  • ଶ୍ରୀକୃଷ୍ଣଙ୍କର ସ୍ତ୍ରୀ

ଆଧାର[ସମ୍ପାଦନା]

  1. ପ୍ରମୋଦ ଅଭିଧାନ, ପୃଷ୍ଠା: ୧୦୮୧