ଔରସ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ) [୧][ସମ୍ପାଦନା]

  • (ଉରସ୍ =ଶ୍ରେଷ୍ଠ+ଅ;ଯ. ବା ଉରସ୍=ଛାତି+ଅ)
    • ଧର୍ମପତ୍ନୀଗର୍ଭରୁ ଜାତ (ସନ୍ତାନ)

ବିଶେଷଣ (ଦେଶଜ)[ସମ୍ପାଦନା]

  • ଲଗ୍ନିକ;ନିଜ ପିତମାତାଠାରୁ ଜାତହେବା ସମ୍ପର୍କୀୟ (କୁଟୁମ୍ବବନ୍ଧୁ ବା ବ୍ୟକ୍ତି), ଯଥା-ଔରସଭାଇ; ଔରସପୁତୁରା; ଔରସଭଣଜା

ବିଶେଷ୍ୟ (ଦେଶଜ )[ସମ୍ପାଦନା]

  • ଧର୍ମପତ୍ନୀଗର୍ଭଜାତ ସନ୍ତାନ
  • ପିତୃତ୍ଵ; ଜନକତ୍ଵ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୧୧୯୧