ଆକାଙ୍‌କ୍ଷିତ

ଉଇକିଅଭିଧାନ‌ରୁ

ବିଶେଷଣ(ସଂସ୍କୃତ) [୧][୨][ସମ୍ପାଦନା]

  • ଆ+ କାଙ୍କ୍ଷ ଧାତୁ + କର୍ମ. ତ (ପୁଂ ଲିଙ୍ଗ )
  • ଆକାଙ୍କ୍ଷିତା- ସ୍ତ୍ରୀଲିଙ୍ଗ
    • ଇପ୍ସିତ; ଅଭିଳଷିତ
    • ଜିଜ୍ଞାସିତ
    • ଅପେକ୍ଷିତ
    • ଆବଶ୍ୟକ
    • ଇଚ୍ଛାର ବିଷୟ
    • ଅଭୀଷ୍ଟ
  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା-୬୮୬
  2. ପ୍ରମୋଦ ଓଡ଼ିଆ ଅଭିଧାନ, ପୃଷ୍ଠା- ୨୩୪