ଦଶ
ଦେଖଣା
ଦଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦନ୍ଶ୍ ଧାତୁ=ଦୀପ୍ତି ପାଇବା+ଅନ୍=ଦଶନ୍ ଶବ୍ଦ)
[ସମ୍ପାଦନା]ପାଞ୍ଚର ଦୁଇ ଗୁଣ ସଂଖ୍ୟା; ୧ ସଂଖ୍ୟା — The number ten.
ବିଶେଷଣ -
[ସମ୍ପାଦନା]- ୧. ସଂଖ୍ୟକ —Numbering ten.
[ଦ୍ରଷ୍ଟବ୍ୟ —'ଦଳ' ଶବ୍ଦ ବହୁ ସଂଖ୍ୟକ ଅର୍ଥରେ ମଧ୍ୟ ବ୍ୟବହୃତ ହୁଏ ଯଥା—ଦଶ ଜଣ ଯେଉଁ ବାଟରେ ଯିବେ ମୁଁ ସିନା ସେହି ବାଟରେ ଯିବି]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସର୍ବସାଧାରଣ —୧. The public.
(ଯଥା—ସଂଯତ ସଂଘବଦ୍ଧଭାବେ ଆମ ଦେଶର ଯୁବକମାନେ ଦେଶ ଲାଗି ଓ ଦଶ ଲାଗି କାର୍ଯ୍ୟ କରି ପାରୁ ନାହାନ୍ତି—ଦୈନିକ ଆଶା. ତା ୨୭—୬—୧୯୨୯: )
- ୨. ମୃତ ବ୍ୟକ୍ତି ମୃତ୍ୟୁର ୧ ଦିନ ପର୍ଯ୍ୟନ୍ତ ଯେଉଁ ଅନ୍ତ୍ୟେଷ୍ଟିକ୍ରିୟାମାନ କରା ଯାଏ, ତହିଁ ମଧ୍ୟରୁ ଦଶମ ଦିନର କର୍ତ୍ତବ୍ୟ କ୍ରିୟା —୨. The funeral ceremonies or rites performed on the tenth day of a man's death.