ଦଶ
Jump to navigation
Jump to search
ଦଶ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଦନ୍ଶ୍ ଧାତୁ=ଦୀପ୍ତି ପାଇବା+ଅନ୍=ଦଶନ୍ ଶବ୍ଦ)[ସମ୍ପାଦନା]
ପାଞ୍ଚର ଦୁଇ ଗୁଣ ସଂଖ୍ୟା; ୧ ସଂଖ୍ୟା — The number ten.
ବିଶେଷଣ -[ସମ୍ପାଦନା]
- ୧. ସଂଖ୍ୟକ —Numbering ten.
[ଦ୍ରଷ୍ଟବ୍ୟ —'ଦଳ' ଶବ୍ଦ ବହୁ ସଂଖ୍ୟକ ଅର୍ଥରେ ମଧ୍ୟ ବ୍ୟବହୃତ ହୁଏ ଯଥା—ଦଶ ଜଣ ଯେଉଁ ବାଟରେ ଯିବେ ମୁଁ ସିନା ସେହି ବାଟରେ ଯିବି]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ସର୍ବସାଧାରଣ —୧. The public.
(ଯଥା—ସଂଯତ ସଂଘବଦ୍ଧଭାବେ ଆମ ଦେଶର ଯୁବକମାନେ ଦେଶ ଲାଗି ଓ ଦଶ ଲାଗି କାର୍ଯ୍ୟ କରି ପାରୁ ନାହାନ୍ତି—ଦୈନିକ ଆଶା. ତା ୨୭—୬—୧୯୨୯: )
- ୨. ମୃତ ବ୍ୟକ୍ତି ମୃତ୍ୟୁର ୧ ଦିନ ପର୍ଯ୍ୟନ୍ତ ଯେଉଁ ଅନ୍ତ୍ୟେଷ୍ଟିକ୍ରିୟାମାନ କରା ଯାଏ, ତହିଁ ମଧ୍ୟରୁ ଦଶମ ଦିନର କର୍ତ୍ତବ୍ୟ କ୍ରିୟା —୨. The funeral ceremonies or rites performed on the tenth day of a man's death.