କୁଶୀଦ
ଦେଖଣା
କୁଶୀଦ —
ଉଚ୍ଚାରଣ: Kuṡīda
(କୁସୀଦ—ଅନ୍ୟରୂପ)
ସଂ. ବି. (କୁଶ ଧାତୁ=ଆଲିଙ୍ଗନ କରିବା+ଈଦ) —
୧: କେତେ ମୂଳ ଧନ ଉପରେ ନିର୍ଦ୍ଧିଷ୍ଟ ସମୟରେ କେତେ ସୁଧ ହେବ ତାହା ନିର୍ଣ୍ଣୟ କରିବାର ଗାଣିତିକ ପ୍ରଣାଳୀ —୧. The arithmetical rule or method of calculating interest on a given capital.
୨: ଋଣପ୍ରଦତ୍ତ ଧନର ସୁଧ ବା ବୃଦ୍ଧି — ୨. Interest.
୩: ଟଙ୍କାକୁ ସୁଧରେ ଲଗାଇବା — ୩. Usury; investment of money on loan.
୪: ରକ୍ତଚନ୍ଦନ — ୪. Red species of Sandal-wood.
ବିଣ —
ୟାହାର ସୁଧ ନେବା ଜୀବିକା ଅଟେ; ବୃଦ୍ଧିଜୀବୀ — Usurer; one who lives on usury.