Jump to content

କୁଶୀଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶୀଦ
ଉଚ୍ଚାରଣ: Kuṡīda

(କୁସୀଦ—ଅନ୍ୟରୂପ)

ସଂ. ବି. (କୁଶ ଧାତୁ=ଆଲିଙ୍ଗନ କରିବା+ଈଦ) —

୧: କେତେ ମୂଳ ଧନ ଉପରେ ନିର୍ଦ୍ଧିଷ୍ଟ ସମୟରେ କେତେ ସୁଧ ହେବ ତାହା ନିର୍ଣ୍ଣୟ କରିବାର ଗାଣିତିକ ପ୍ରଣାଳୀ —୧. The arithmetical rule or method of calculating interest on a given capital.

୨: ଋଣପ୍ରଦତ୍ତ ଧନର ସୁଧ ବା ବୃଦ୍ଧି — ୨. Interest.

୩: ଟଙ୍କାକୁ ସୁଧରେ ଲଗାଇବା — ୩. Usury; investment of money on loan.

୪: ରକ୍ତଚନ୍ଦନ — ୪. Red species of Sandal-wood.

ବିଣ —

ୟାହାର ସୁଧ ନେବା ଜୀବିକା ଅଟେ; ବୃଦ୍ଧିଜୀବୀ — Usurer; one who lives on usury.